ଛଆ ଆଉ ଏ ଦୁନିଆରେ ନାହିଁ ବୋଲି ସେ ଗ୍ରହଣ କରିପାରୁନି । ସୂଚନାମୁତାବକ କୌଣସି କାରଣରୁ ମାଙ୍କଡ ଛୁଆଟି ମୃତ୍ୟୁ ଘଟିଥିଲା। ମରିଯିବା ପରେ ମଧ୍ୟ ମାର ମମତା ତାକୁ କୋଳରେ ବାନ୍ଧି ରଖିଛି। ଯେଉଁଆଡ଼େ ଯାଉଛି ତାକୁ କୋଳେଇ ନେଇ ଯାଉଛି ମାଆ। ଏପରି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲାର ଚରମ୍ପା ଅନ୍ତର୍ଗତ 3 ନମ୍ବର ଓ୍ବାର୍ଡ ନୂଆ ପୋଖରୀ ଅଞ୍ଚଳର। ଯାହାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି।
ସତରେ କ’ଣ ମୋ ଛୁଆ ମରିଯାଇଛି! ବିଶ୍ୱାସ କରିପାରୁନି ମା ମାଙ୍କଡ

ଭଦ୍ରକ: ସତରେ କଣ ମୋ ଛୁଆ ମରିଯାଇଛି, ଏ କଥାକୁ ବିଶ୍ୱାସ କରିପାରୁନାହିଁ ମା ମାଙ୍କଡ। ମା’ ର ମନ ବୁଝୁନି। ସେଥିପାଇଁ ତ ତା ମୃତ ଛୁଆକୁ ନିଜ କୋଳରୁ ଗୋଟିଏ ମୁହୂର୍ତ୍ତ ପାଇଁ ଅଲଗା କରିପାରୁ ନାହିଁ। ଛୁଆକୁ ଛାଡିବାକୁ ନାରାଜମା ମାଙ୍କଡ। ମୃତ ଛୁଆକୁ କୋଳରେ ଧରି ଅଥୟ ମା ମନ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
