ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ବିଧାନସଭାରେ ଉଠିଲା ପରୀ ପ୍ରସଙ୍ଗ, ଅରୁଣ ସାହୁଙ୍କ ସ୍ପଷ୍ଟୀକରଣ ଦାବି

ଭୁବନେଶ୍ଵର: ବିଧାନସଭାରେ ଉଠିଲା ପରୀ ପ୍ରସଙ୍ଗ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ପରୀ ପ୍ରସଙ୍ଗ ଉଠାଇଛନ୍ତି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଉତ୍ତର ରଖିବାକୁ ଦାବି ହୋଇଛି। ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ପରୀ ପ୍ରସଙ୍ଗ ଉଠାଇଛି। ନରସିଂହ ମିଶ୍ର, ସନ୍ତୋଷି ସିଂ ସାଲୁଜା, ତାରାପ୍ରସାଦ ବାହିନୀପତିଙ୍କ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି। ବିରୋଧୀ ଏହି ଘଟଣାରେ ଅରୁଣ ସାହୁଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି।
Download Argus News App
