ସେପଟେ ସରକାର ଘରୋଇ ସ୍କୁଲର ଫିକୁ ନେଇ ତାଙ୍କର କିଛି କର୍ତ୍ତୃତ୍ବ ନାହିଁ ବୋଲି କହିଥିଲେ। ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଓ ଜଷ୍ଟିସ ମହମ୍ମଦ ରଫିକ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟପାଠର ନକଲ ସମସ୍ତ ପକ୍ଷଙ୍କୁ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗାମୀ ଡିସେମ୍ବର 10ରେ ମାନ୍ୟବର ହାଇକୋର୍ଟ ମାମଲାର ଚୁଡାନ୍ତ ଶୁଣାଣୀ କରିବେ।
ଘରୋଇ ସ୍କୁଲ ଫି ପ୍ରସଙ୍ଗ: ହାଇକୋର୍ଟରେ ଜବାବ ରଖିଲେ ଆବେଦନକାରୀଙ୍କ ଓକିଲ

ଅର୍ଗସ ବ୍ୟୁରୋ: ଘରୋଇ ସ୍କୁଲ ଫି ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନକାରୀଙ୍କ ଓକିଲ ଜବାବ ରଖିଛନ୍ତି। ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଜବାବରେ ଉଲ୍ଲେଖ ଅଛି ।
Download Argus News App
