ଏବେ ଚିନ୍ତାରେ ପରିବାର ଲୋକେ ଧାର କରଜ କରି ଦୋକାନ ଚଳାଉଥିଲେ ହେଲେ ନିଆଁ ଜଳି ପାଉଁଶ ହାଇଗଲା । ଘଟଣାସ୍ଥଳରେ ଖବର ପାଇଁ ବନ୍ଧୁଗାଁ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ।
ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ

କୋରାପୁଟ : କୋରାପୁଟ ସୀମାନ୍ତ ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଥିବା ମୁନା ମହାପାତ୍ରଙ୍କ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ହୁତୁ ହୁତୁ ହୋଇ ଜଲିଗଲା ଦୋକାନ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।
Download Argus News App
