ରାଗିଙ୍ଗ ଅଭିଯୋଗ କଲେ ପରିବାର ଲୋକ।ଏହି ରାଗିଙ୍ଗ ଫଳରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗ ଛାତ୍ର ଆଶୁତୋଷ ମଲ୍ଲିକ ପିଇଲେ ବିଷ।ଆଇଟିଆଇ କଲେଜରୁ ଘରକୁ ଫେରିବା ପରେ ବାହାରକୁ ଆସି କରିଲେ ବିଷ ପାନ। ଘରେ ଅଚେତ ହୋଇ ପଡିବା ସହ ଗୁରୁତର ହୋଇପଡିଲେ।ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ: ଭୁବେନେଶ୍ୱର ପରେ ଭଦ୍ରକରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଚିକିତ୍ସା କରାଯାଇଛି। ସ୍ୱାସ୍ଥ୍ୟ ଅଵସ୍ଥାରେ ସୁଧାର ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏଭଳି ଘଟଣା ଘଟିଛି ତିହିଡି଼ ବଜାରରେ ପୂର୍ଣଚନ୍ଦ୍ର ଆଇଟିଆଇ କଲେଜରେ।
Download Argus News App
