ଏହି ବାବଦରେ ନା ବାଳିକା ବାପା ମା’ଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ମିଥ୍ୟା କଥା ବୋଲି କହିଛନ୍ତି । ଝିଅ ତାର ମାମୁଁ ଘରେ ରୁହେ ଝିଅକୁ କାହାକୁ ବିକ୍ରି କରାଯାଇ ନାହିଁ ବୋଲି କହିଛନ୍ତି । ଜିଲ୍ଲା ଶିଶୁ ଅଧିକାରୀ ବର୍ତ୍ତମାନ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ସବୁ ଜଣା ପଡ଼ିବା ନେଇ କହିଛନ୍ତି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।