ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛି ଓକିଲ ସଂଘ। ବିଭିନ୍ନ ସମୟରେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ପ୍ରତିବାଦ ହୋଇଥିଲେ ବି ଜିଲ୍ଲାପାଳ ତଦନ୍ତ ନାଁ ରେ ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହେଉଛି । ଆସନ୍ତା 27 ତାରିଖ ଦିନ ମୃତ ଜଗଦୀଶ ଚୌହାନଙ୍କ ଦଶାହ କାର୍ଯ୍ୟ ରହିଛି । କିନ୍ତୁ ଏଯାଏଁ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସହାୟତା ମିଳିନଥିବାରୁ ଅସନ୍ତୋଷ ଦେଖା ଦେଇଛି । ଜମି ବିକିବା ପାଇଁ ତହସିଲଦାର ଅନୁମତି ଦେବାରେ ବିଳମ୍ବ କରିବାରୁ ତାଙ୍କ ଅଫିସରେ ହିଁ ଆତ୍ମଦାହ କରିଥିଲେ ଜଗଦୀଶ।
ଅଧିକ ପଢ଼ନ୍ତୁ ଓଡିଶା ଖବର: