ତିନିଜଣ ଯୁବକ ଗାଧେଇବା ବେଳେ କୌଣସି କାରଣରୁ ଜଣେ ଯୁବକ ନଦୀ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି l ତେବେ ସୂଚନା ଅନୁଯାୟୀ ନଦୀରେ ଭାସି ଯାଇଥିବା ଯୁବକ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହେଇନାହାଁନ୍ତି l ସେପଟେ ଯୁବକଙ୍କର ପରିଚୟ ମିଳି ପାରିନାହିଁ l
ନଦୀରେ ଭାସି ଯାଇଥିବା ଯୁବକଙ୍କର ମିଳିନି ପରିଚୟ

ଅର୍ଗସ ବ୍ୟୁରୋ : ଯୋକଡିଆ ସ୍ଥିତ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକ ନିଖୋଜ l ସୂଚନା ମୁତାବକ ଆଜି ଅପରାହ୍ନ ଯାଜପୁର ରୋଡ ଅଞ୍ଚଳର ତିନିଜଣ ଯୁବକ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ l
Download Argus News App
