ଏହି ଘଟଣାରେ ଶିବ ଜେନା ଏବଂ ମାନସ ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ପୋଲିସ କରିଥିଲା । ମାନ୍ୟବର ଅଦାଲତ 18 ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଶିବ ଜେନା କୁ 10 ବର୍ଷ କାରାଦଣ୍ଡାଦେଶ ସହ 50 ହଜାର ଟଙ୍କା ଜରିମାନା ଏବଂ ମାନସ ଜେନାଙ୍କୁ 10 ବର୍ଷ କାରାଦଣ୍ଡାଦେଶ ସହିତ 30 ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ