୨୦୧୨ ଅଗଷ୍ଟ ୨୪ ତାରିଖ ଦିନ ତିଳପଦା ଗାଁର ରବୀନ୍ଦ୍ରଙ୍କୁ ବାପିନ ଏବଂ ଅନ୍ୟ ୫ ଅଭିଯୁକ୍ତ ହତ୍ୟା କରିଥିଲେ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା । ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ପୂର୍ବରୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ୨୦୧୨ ଯାଜପୁର ବଡଚଣା ଥାନା ତିଳପଦା ଗାଁର ରବୀନ୍ଦ୍ର ମଳିକ ହତ୍ୟା ମାମଲା । ଅନ୍ୟତମ ଅଭିଯୁକ୍ତ ବାପିନ ମଳିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଦୌରାଜଜ ।