ଘାଟଣାକୁ ନେଇ କୋରେଇରେ ରାଜନୀତି ସରଗରମ l ଯେଉଁଭଳି ଭାବରେ ସମସ୍ତଙ୍କ ସାମ୍ନାରେ ବ୍ୟାସନଗର ପୌରାଧ୍ୟକ୍ଷା ଫାଇଲ ଫୋପାଡିଥିଲେ ଏଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଯାଜପୁର ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଫାଇଲ ଫୋପଡ଼ା ଘଟଣା । ଥାନାର ଦ୍ୱାରସ୍ଥ ହୋଇଛନ୍ତି ନିର୍ବାହୀ ଅଧିକାରୀ l ବ୍ୟାସନଗର ପୌରାଧକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାଁରେ ଅଶାଳୀନ ବ୍ୟବହାର ଓ ଫାଇଲ ଫୋପଡା ଘଟଣାକୁ ନେଇ ଯାଜପୁର ରୋଡ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ l
ଘାଟଣାକୁ ନେଇ କୋରେଇରେ ରାଜନୀତି ସରଗରମ l ଯେଉଁଭଳି ଭାବରେ ସମସ୍ତଙ୍କ ସାମ୍ନାରେ ବ୍ୟାସନଗର ପୌରାଧ୍ୟକ୍ଷା ଫାଇଲ ଫୋପାଡିଥିଲେ ଏଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।