ଓଡିଶା ଖବର ଆହୁରି ପଢନ୍ତୁ
୩ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ

ଅର୍ଗସ ବ୍ୟୁରୋ : ୩ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ । ଯାଜପୁର ସଦର ଥାନା ବଡବନ୍ତ ଗ୍ରାମର ରାକେଶ ଜେନା ଓ ଗୁଣ୍ଠି ଜେନାଙ୍କ ୩ମାସର ଶିଶୁର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଶିଶୁ ମା ଓ ବାପାଙ୍କ ସହ ଶୋଇଥିବା ବେଳେ ଆଜି ସକାଳୁ ହଠାତ୍ ଶିଶୁର ନାକରୁ ରକ୍ତ ବାହାରିଥିଲା। ପରେ ପରିବାର ଓ ସଂର୍ପକୀୟ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
Download Argus News App
