CS ‘JAWAD’ over westcentral Bay of Bengal moved slightly northwards with a speed of 04 kmph during past 06 hours and lay centered at 0530 hrs IST of today, about 230 km southeast of Vishakhapatnam, 410 km south-southwest of Puri and 490 km south-southwest of Paradip (Odisha). pic.twitter.com/Pa93dSikcF — India Meteorological Department (@Indiametdept) December 4, 2021
ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ବେଗ ୪ କି.ମି ବେଗରେ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି । ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ସେପଟେ ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ବର୍ଷା ଲାଗି ରହିଛି । ବର୍ଷା ଜନିତ ପ୍ରଭାବ ଉପକୂଳ ଓଡିଶାରେ ଅଧିକ ହେବ। ପୁରୀ ପାଖାପାଖି ଆସନ୍ତାକାଲି ଗଭୀର ଅଵପାତର ରୂପ ନେବ।