2 ଦିନ ପାଇଁ ବନ୍ଦ ହେଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ...
ମାଲକାନଗିରି: ସୀମାନ୍ତରେ ପୁଣି ବିସ୍ଫୋରଣରେ ଜଣେ ଯବାନ ଆହତ । ବିଜାପୁର ଘଟଣାରେ ସହିଦ ଯବାନଙ୍କୁ ଉଦ୍ଧାର କରିବା ବେଳେ ବିସ୍ଫୋରଣ । ଗୁରୁତର ଯବାନଙ୍କୁ ବିଜାପୁରକୁ ସ୍ଥାନାନ୍ତର କରାଯାଇଛି । ଟେକେଲଗୁଡା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା ।