ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଟେଣ୍ଡ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ ତାହା କହିଲେନି । ସିକ୍ୟୁରିଟି ଆରେଜମେଣ୍ଟର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ । ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ୫-ଟି ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା । କଟକରୁ ଖୋର୍ଦ୍ଧା କେତେ ଦୂର ।
ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ୫-ଟି ସଚିବ ବ୍ୟବହାର କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେହିପରି ଜଣେ ବ୍ୟକ୍ତି କ'ଣ ସିଏମଓ । ସରକାରକୁ ଏଠି ଲିଜରେ ଦେଇ ଦିଆଯାଇଛି । କଂଗ୍ରେସ ସମୟରେ ମନ୍ତ୍ରୀ ଜଣେ ସୁପର ଚିଫ୍ ମିନିଷ୍ଟର ଥିଲେ ଏଠି ଜଣେ ସଚିବ ସୁପର ଚିଫ ମିନିଷ୍ଟର ବୋଲି କହିଛନ୍ତି ଜୟ ନାରାୟଣ ।