ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି। ଦୈନନ୍ଦିନ କୁଳଡ଼ିହା ହାତୀଙ୍କ ଉପଦ୍ରବ ପରେ ପୁଣି ଝାଡଖଣ୍ଡି ଦନ୍ତାର ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ତେବେ ଦନ୍ତାଟି ପ୍ରଥମେ ନୀଳଗିରିକୁ ପ୍ରବେଶ କରିଥିବା ବେଳେ ଅନ୍ୟ ହାତୀପଲ ନୀଳଗିରିକୁ ପ୍ରବେଶ କରିବାର ସମ୍ଭାବନା ଥିବା ସୂଚନା ମିଳିଛି।
ଝାଡଖଣ୍ଡି ଦନ୍ତା ହଜାଇଲା ନିଦ

ବଲେଶ୍ୱର: ନୀଳଗିରିର ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା। ଗତକାଲି ରାତି ଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି। ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ଥିବା ଦେଖାଦେଇଛି।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
