ଚଳିତ ମାସ 8 ତାରିଖରେ ପ୍ରଶାସନ ପକ୍ଷରୁ ଉଛେଦ ହୋଇଥିଲା ଝାରପଡା ଗଣେଶ ମଣ୍ଡପ ହାଟ । ଉଚ୍ଛେଦ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ବ୍ୟବସାୟୀଙ୍କୁ ଭେଟି ଖୁବ ଶୀଘ୍ର ତାଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଇଁ କୌଣସି ଥାଇଥାନର ବ୍ୟବସ୍ଥା କରାଯାଇ ନାହିଁ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେଲେ ଝାରପଡା ଗଣେଶ ହାଟର ବ୍ୟବସାୟୀ

ଭୁବନେଶ୍ୱର: ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଘଟଣା । ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେଲେ ଝାରପଡା ଗଣେଶ ହାଟର ବ୍ୟବସାୟୀ । ସମସ୍ୟାର ସମାଧାନ ପାଇଁ କମିସନରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Download Argus News App
