ଅଧିକ ପଢନ୍ତୁ : ସାରା ରାଜ୍ୟରେ ଝିପିଝିପି ବର୍ଷା ଜାରି
ଠିକ୍ ସମୟରେ ତାଙ୍କ ପାଉଣା ଦିଆଯାଉ ବୋଲି ବାରମ୍ବାର ନେହୁରା ହେଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି । ଦୈନିକ ପ୍ରାୟ 300 ଟଙ୍କା ରୋଜଗାର କରି ନିଜର ଜୀବନ ଜୀବିକା ଚଳାଉଥିବା କର୍ମଚାରୀମାନେ କେମିତି ପରିବାର ଚଳାଇବେ ସେନେଇ ଆଜି ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ରବି ନାରାୟଣ ସାହୁ ।