ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହେଉଛି। ଜିଲ୍ଲା ପ୍ରତିଷ୍ଠା ଦିବସରେ ପାଳନ କରାଯାଉଥିବା ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲିକୁ ଚଳିତବର୍ଷ ସ୍ଥଗିତ ରଖାଯାଇଛି ଓ ଆସନ୍ତା ୧୪ ରୁ ୧୮ ତାରିଖରେ କରାଯିବାର ଘୋଷଣା କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲାକୁ ପୁରିଲା ୨୯ ବର୍ଷ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଜିଲ୍ଲାକୁ ୨୯ ବର୍ଷ ପୁରିଛି। ୧୯୯୪ ମସିହା ଜାନୁଆରୀ ପହିଲାରେ ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏହା ଏକ ନୂତନ ଜିଲ୍ଲାରେ ପରିଣତ ହୋଇଥିଲା। ଫଳରେ ଆଜିର ଦିନକୁ ସ୍ମରଣ କରିବା ପାଇଁ ଝାରସୁଗୁଡ଼ା
Download Argus News App
