ଝାରସୁଗୁଡା ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା 6ଟାରୁ ଆରମ୍ଭ ହେଉଛି । ଏହାରି ଭିତରେ ବ୍ୟବସାୟୀ ସମେତ ଜିଲ୍ଲାର ଜନସାଧାରଣଙ୍କ ସ୍ୱର୍ଥ ଦ୍ରୁଷ୍ଟିରୁ ଆସନ୍ତାକାଲି ଠାରୁ ସପ୍ତାହ ପର୍ଯ୍ୟନ୍ତ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ଚାମ୍ବର ଅଫ କମର୍ସ ନିର୍ଦ୍ଦେଶ ଦେଇଛି ।
ସକାଳ 7ଟାରୁ ଖୋଲି ଦିନ ଗୋଟାଏ ବେଳେ ବନ୍ଦ ହେବ ଦୋକାନ ବଜାର
Download Argus News App
