ନିୟମ ଥିଲେ ବି ପାଳନ ହେଉନାହିଁ କିନ୍ତୁ ପାଉଁଶ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଉପରୁ ଆସୁଥିବା ଫୋନ୍ କଲ୍ ଯୋଗୁ କୌଣସି ପଦକ୍ଷେପ ନିଆଯାଇପାରୁନଥିବା କୁହାଯାଉଛି । ତେବେ କାହା ଫୋନ୍ କଲ୍କୁ ସରକାରୀ ବାବୁଙ୍କର ଏତେ ଡର ସେସମ୍ପର୍କରେ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି।କମ୍ପାନି ଗୁଡ଼ିକରୁ ବାହାରୁଥିବା ବର୍ଜ୍ୟ ବିଷାକ୍ତ ହୋଇଥିବାରୁ ବାୟୁ, ଜଳ ଓ ମାଟି ପ୍ରଦୂଷିତ ହେଉଛି । ଖୋଦ୍ ପରିବହନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଦେଇ ଏହି ବେଆଇନ୍ ପରିବହନ ହେଉଥିଲେ ହେଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର