ବିନା ପଲ୍ଲି ସଭା, ଗ୍ରାମସଭା, ଜନ ଶୁଣାଣି କରା ନଯାଇ ଆଠଗଡର ୫୭ ଟି ଗାଁର ମିଶ୍ରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି କମିଟି । ଆଗରୁ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ଦାବିପତ୍ର ଦିଆଯିବା ସହ ଆନ୍ଦୋଳନ ମଧ୍ୟ ହୋଇଥିଲା । ହେଲେ ସରକାର କୌଣସି କର୍ଣ୍ଣପାତ କରନଥିଲେ ।
ଆଜି ଦାବିପତ୍ର ଦିଆଯିବା ସହ ଆସନ୍ତା ସୋମବାର ଆଠଗଡ ବନ୍ଦ ଡାକରା ଦେଇଛି ମିଳିତ କମିଟି । ଆଠଗଡ଼ ଜଗନ୍ନାଥ ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଦାବିପତ୍ର ଦେଇଛନ୍ତି ବିଜେପି ନେତା ଅଭୟ ବାରିକ ।
ଆହୁରି ପଢନ୍ତୁ ଓଡିଶା ଖବର...