କେନ୍ଦୁଝର ଡିଏଫ୍ଓ ଏଚ୍. ଡି. ଧନରାଜ, କେନ୍ଦୁଝର ୱାଇଲ୍ଡ ଲାଇଫ୍ ଡିଭିଜନ, ଆନନ୍ଦପୁର ଡିଏଫ୍ଓ ଏ. କେ. ଶତପଥୀ, ଘଟଗାଁ ତହସିଲଦାର ଜନକ ନାୟକ, ଘଟଗାଁ ଆଇଆଇସି ସୁବ୍ରତ କୁମାର, କେନ୍ଦୁଝର ବନଖଣ୍ଡ ଏସଏି ଫ୍ ଅଶୋକ ଦାସ ଏବଂ ଘନଶ୍ୟାମ ମହନ୍ତଙ୍କ ସମେତ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ (ଜେୟୁଏସ୍ଏଲ୍) ପ୍ରତିନିଧିମାନେ ସ୍ଥାନାନ୍ତରର ପ୍ରଥମ ଦିନରେ ଉପସ୍ଥିତ ଥିଲେ ।
କେନ୍ଦୁଝର ଜିଲା ବଡବିଲ ତହସିଲର ଗୋବର୍ଦ୍ଧନପୁରରେ ପ୍ରସ୍ତାବିତ ଗ୍ରାଇଣ୍ଡିଂ, ଡି-ସ୍ଲିମିଂ ପ୍ଲାଣ୍ଟ ଏବଂ ସ୍ଲରୀ ପମ୍ପିଂ ଷ୍ଟେଶନରୁ ଜଗତସିଂହପୁରର ପାରାଦୀପଠାରେ ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ୍କୁ ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ ଜେୟୁଏସ୍ଏଲ୍ ବିଶ୍ୱର ଅନ୍ୟତମ ବୃହତମ ସ୍ଲରୀ ପାଇପଲ୍ ।ଇନ ସ୍ଥାପନ କରବି ।କୁ ଯାଉଛି । ଏହି ପକ୍ରିୟାର । ରଏକ ଅଂଶ ଭାବେ କମ୍ପାନୀ ବନ ବିଭାଗ ଦ୍ୱାରା ଚିହ୍ନିତ ଏନ୍ଏଚ୍-୨୧୫ (ଏବେ ଏନ୍୧୧- ୨୦) ସମେତ ଅନ୍ୟ ଜାଗାରୁ ଶାଳ ଗଛ କଟାଯିବା ପରିବର୍ତ୍ତେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବ ।