Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନିମାପଡାରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ
ଶୁକ୍ରବାର ୪୪ ଓ ଶନିବାର ୪୫ ଡିଗ୍ରୀ ଛୁଇଁଲା ପାରଦ
ଅର୍ଗସ ବ୍ୟୁରୋ : କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଆକ୍ତାମାକ୍ତା ହେଲେଣି ରାଜ୍ୟବାସୀ । ଦିନକୁ ଦିନ ତାପମାତ୍ରା ବଢୁଥିବାରୁ ବାହାରକୁ ଯିବାକୁ ଛାନିଆ ହେଉଛନ୍ତି ଲୋକେ । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ, ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ବୌଦ୍ଧ ଜିଲ୍ଲା । ଶୁକ୍ରବାର ଜିଲ୍ଲାର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିବାବେଳ
ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ...ଅପଡେଟ୍ ପାଆନ୍ତୁ
ଅର୍ଗସ ବ୍ୟୁରୋ : ଆସିଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ବଡଚଣାରୁ ଅମର ଶତପଥୀଙ୍କ ବଦଳରେ ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ଟିକଟ ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଚିଲିକା- ରଘୁନାଥ ସାହୁ, ଆନନ୍ଦପୁର- ଅଭିମନ୍ୟୁ ସେଠୀ । ସାରସକଣା- ଦେବାଶିଷ ମାରାଣ୍ଡି, ଠିକ୍‌ ସେମିତି କେନ୍ଦ୍ରାପଡ଼ା- ଗଣେଶ୍ବର ବେହେରା