ଏ ନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଓଡିଶା ଗାୟତ୍ରୀ ପରିବାରର ସଂଯୋଜକ ଶେଷଦେବ ବଧାଇ। ଏହି ସମ୍ମିଳନୀରେ ଓଡିଶା ପ୍ରାନ୍ତରରୁ ପ୍ରାୟ 3 ହଜାର ଯୁବକ ଯୁବତୀ ଯୋଗ ଦେବେ । ଯୁବା ଉତ୍କର୍ଷ ସମିଳନୀରେ ବିଶେଷ ସାନିଧ୍ୟ ଏବଂ ମାର୍ଗଦର୍ଶନ ପାଇଁ ଦେବ ସଂସ୍କୃତି ବିଶ୍ବ ବିଦ୍ୟାଳୟ ପ୍ରତିକୂଳପତି ଡା ଚିନ୍ମୟ ପାଣ୍ଡ୍ୟାଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଓଡିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରାନ୍ତୀୟ ଯୁବା ଉତ୍କର୍ଷ ସମ୍ମିଳନୀ

ଅର୍ଗସ ବ୍ୟୁରୋ : ଯୁବ ଗୋଷ୍ଠୀଙ୍କୁ ସତମାର୍ଗରେ ଆଣିବାକୁ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରାନ୍ତୀୟ ଯୁବା ଉତ୍କର୍ଷ ସମ୍ମିଳନୀ 2022 । ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ଏହି ସମ୍ମିଳନୀ ଆସନ୍ତା 14 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରଘୁନାଥପୁର ଡ୍ରିମ ସିଟି ରିସର୍ଟସ ରେ ଆୟୋଜିତ ହେବ ।
Download Argus News App
