ଏପରି ଏକ ବିଜ୍ଞପ୍ତି ହାଇକୋର୍ଟ ପକ୍ଷରୁ ଏବେ ପ୍ରକାଶ ପାଇଛି। ୨୦୨୨ରେ ଏଭଳି ନୂଆ କଥା ଓଡ଼ିଶା ହାଇକୋର୍ଟରେ ଦେଖିବାକୁ ମିଳିବ।
ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କ ଖଣ୍ଡପୀଠ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ କରିଛନ୍ତି। କୋର୍ଟଙ୍କ ମର୍ଯ୍ୟାଦା ରଖି ଏଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।