ଏବେ 95 ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି । ଆଗାମୀ ଦିନରେ ଏହା 1000 ବି ହୋଇପାରେ । ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛୁ କେମିତି ଜଙ୍ଗଲ ନିଆଁକୁ ଆୟତ୍ତ କରିବୁ । ଆମର ଷ୍ଟାଫ ଇକ୍ୟୁପମେନ୍ଟସ,ଟେକ୍ନୋଲୋଜି ରେଡି କରିକି ରଖିଛୁ । ଜିଲ୍ଲା ସ୍ତରୀୟ ପ୍ଲାନ ପ୍ରସ୍ତୁତ କରି ରଖିଛୁ ।
ଗାଁ ଗାଁ ରେ ସଚେତନ କରାଉଛୁ ଲୋକଙ୍କୁ ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ । ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ତେଣୁ ଏହି ଜଙ୍ଗଲ ଉପରେ ଆମେ ନଜର ରଖିଛୁ ।