ଅଧିକ ପଢନ୍ତୁ : ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଲାଣରେ ଗିରଫ
ଭବାନୀପାଟଣା ମାଣିକେଶ୍ଵରୀ ଛକରେ ଏହି ରେଡ୍ କରି ୬୬ କେଜି ଗଞ୍ଜେଇ ଜବତ ହୋଇଛି । ଉତ୍ତରପ୍ରଦେଶର ଦୁଇ ଯୁବକ ଜୟନାରାୟଣ ଓ ଜୟପ୍ରକାଶ ନିଶାନ ସନି କାରରେ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ କରୁଥିଲେ । ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ ।