ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମର ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ ସ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ରାତି ପ୍ରାୟ ୧୦ଟା ସମୟରେ ପହଞ୍ଚିଥିଲେ ବି ମହିଳାଙ୍କୁ ବହୁ ବିଳମ୍ବରେ ହ୍ୱିଲଚେୟାର ଟିଏ ମିଳିଥିଲା । ଶିଶୁ କନ୍ୟା ଜନ୍ମ ପରେ ମହିଳା ଓ ନବଜାତକଙ୍କୁ ଲେବର ରୁମକୁ ନେଇ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଘଟଣା ନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।