ଏମିତିକି ୩ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏଁ ଆହତଙ୍କୁ ଵେଡ ମିଳିନାହିଁ । ପରିବାର ଲୋକେ ବାରମ୍ବାର ଚିକିତ୍ସା ପାଇଁ କହୁଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସହଯୋଗ ମିଳୁ ନଥିବା ଅଭିଯୋଗ ଆଣିଛନ୍ତି ଆହତ କ୍ଷୀରୋଦଙ୍କ ଝିଅ ।
ପୋଲିସ କେବଳ ଆଡମିସନ କରିକି ନିଜ କାମ ସାରି ଦେଇଛି । ଏମିତିକି ପୋଲିସକୁ ୨୦ ରୁ ୩୦ ଥର ଫୋନ କରି ମଧ୍ୟ କେହି ଶୁଣି ନ ଥିବା କହିଛନ୍ତି । ସେପଟେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବି ମେଡିକାଲ୍ କର୍ତ୍ତୃପକ୍ଷ।