ବନ୍ଦ ପ୍ରଭାବରେ ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ସେହି ପରି ଦାରିଙ୍ଗବାଡ଼ି ରାଇକିଆ ଜି.ଉଦୟଗିରି ଅଞ୍ଚଳ ବନ୍ଦ ଦୋକାନ ବଜାର ମଧ୍ୟ ରହିଛି l ବନ୍ଦ ପ୍ରଭାବରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ucc ଉଚ୍ଛେଦ ଓ ମଣିପୁର ସାମ୍ପ୍ରଦାୟିକ ହିଂସା ବନ୍ଦ କରିବା ସହିତ ପିଡ଼ିତାଙ୍କୁ ନ୍ୟାୟ ଦେବା ଭଳି ବିଭିନ୍ନ ଦାବି ନେଇ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଦାରିଙ୍ଗବାଡ଼ି ବ୍ଲକ ପ୍ରଭାରୀ କହିଥିବା ବେଳେ ନାରୀ ନେତ୍ରୀ ଆଦିବାସୀ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବନ୍ଦ କରିବା ନେଇ ମତ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର