ଏହି ଅଭିଯୋଗରେ ୭ ଜଣ ଗିରଫ ମଧ୍ୟ ହୋଇଛନ୍ତି। ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଏଭଳି କିଛି ଘଯଣା ଦେଖିବାକୁ ମିଳିଛି। ଅନୈତିକ ସମ୍ପର୍କକୁ ନେଇ ଯୁବକ ଜଣଙ୍କୁ ଗଛରେ ବାନ୍ଧିବା ସହ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗ ମଧ୍ୟ ହୋଇଛି।
ଏନେଇ ପୀଡିତ ପାପଡାହାଣ୍ଡି ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଆଗରୁ ବି ନବରଙ୍ଗପୁରରୁ ଏହିଭଳି ଘଟଣା ଦେଖିବାକୁ ମିଳିଛି।