ଏଥିରେ ଡାକ୍ତର ସବୀର କୁମାର, ପିଏଚଇଓ ବଙ୍କୀ ପ୍ରଧାନ, ବିପିଓ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଉକ୍ତ ସଭାରେ କନ୍ୟାରତ୍ନ ହତ୍ୟା ବନ୍ଦ କରିବା ଓ ସରକାରଙ୍କର ଝିଅ ମାନଙ୍କ ପ୍ରତି ଯାହା ସବୁ ସୁବିଧା ସୁଯୋଗ ଏଛି ସେ ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା

ଅର୍ଗସ ବ୍ୟୁରୋ : ଆଜି ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସହିତ ଆଶାକର୍ମୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା ।
Download Argus News App
