ଏହି ପୁରାଣ ପ୍ରସିଦ୍ଧ ନୈମିଶା ଅରଣ୍ୟ ସ୍ଥଳରେ ପରିକ୍ଷିତ ମହାରାଜା ଅଭିଶାପରୁ ମୁକ୍ତି ପାଇବା ପାଇଁ ଶୁକମୁନିଙ୍କ ଶରାଣଗତ ହୋଇ ପ୍ରତ୍ୟେକ ଦିନ ଭାଗବତ ଶ୍ରବଣ କରୁଥିଲେ । ସେହି ଦିନଠାରୁ ଏହାକୁ ଅର୍କକ୍ଷେତ୍ର ବା ଅରଖକୁଦ କହନ୍ତି । ଏହା ଏକ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଛି । ଏହି ମାଘ ମେଳା ଦିର୍ଘ ସାତଦିନ ଧରି ଚାଲିବାସହ ଦୋକାନ ବଜାର ସାଙ୍ଗ କୁ ଅପେରା ପରିବେଷଣ ବେଶ ମେଳା ର ମାହାଲ କୁ ଜମେଇ ଥାଏ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।