ଅଧିକ ପଢନ୍ତୁ ଓଡ଼ିଶା ଖବର
କାରଣ ଖାଇବା ନ ପାଇଁ କୁମ୍ଭୀର ମାନେ ବିଭିନ୍ନ ଜନବସତି ଅଞ୍ଚଳରେ ପ୍ରବେଶ କରି ଲୋକ ମାନଙ୍କୁ ଖାଇଯାଉଛନ୍ତି । ଏବଂ ସମ୍ପୂର୍ଣ୍ଣ ଦାଇ ବନ ଖଣ୍ଡ ଅଧିକାରୀଙ୍କୁ କରାଯାଉଛି, ସେଥିପାଇଁ ବନ ଖଣ୍ଡ ଅଧିକାରୀ ମାନେ ତତ୍ପରତା ସହିତ ଯେଉଁଠି କୁମ୍ଭୀର ବାହାରୁଛନ୍ତି ସେହି ସ୍ଥାନରେ ପହଁଞ୍ଚି ତୁରନ୍ତ କୁମ୍ଭୀର ମାନଙ୍କୁ କାବୁ କରୁଛନ୍ତି । ଆଜି ସକାଳ ସମୟରେ ପେଣ୍ଠ ସ୍ଥିତ ହରିଶପୁର ଗ୍ରାମର ବାସୁଦେବ ଭୂୟା ପୋଖରୀ ଭିତରୁ ୭ ଫୁଟ ୯ ଇଞ୍ଚର ଏକ ମାଈ କୁମ୍ଭୀରକୁ ରେସକ୍ୟୁ କରି ବାଉଁଶଗଡ଼ ନଦୀରେ ଛଡା ଯାଇଛି ।