ରାଜ୍ୟ ସରକାର କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିବା ଏବେସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ପାଲଟିଛି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ଆମ ହସ୍ପିଟାଲ ଆମକୁ ଫେରାଇ ଦିଅ । ମୁଖ୍ୟ ହସ୍ପିଟାଲ ତ ନେଇଗଲ, ହେଲେ ଆମକୁ ଏବେ ଗୋଟେ ସିଟି ହସ୍ପିଟାଲ ଦିଅ । ତେବେ ଏ ଗୁହାରି ହେଉଛି ରାଜ୍ୟସରକାରଙ୍କୁ କେନ୍ଦ୍ରାପଡା ବାସୀଙ୍କର ।
ରାଜ୍ୟ ସରକାର କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିବା ଏବେସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ପାଲଟିଛି ।
ଓଡିଶା ଖବର ଆହୁରି ପଢନ୍ତୁ