ଏଥିସହିତ ଏହି ଅଭିଯୋଗର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଗୋବରୀ ନଦୀରେ ସହରର ଅଳିଆ ଆବର୍ଜନା ଛଡା ଯାଉଥିବା ନେଇ NGTରେ ଅଭିଯୋଗ କରିଥିଲେ ଜଣେ ମହିଳା । ଏହାପରେ ସହରର ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବା ପରେ ନଦୀ ଜଳ ଦୂଷିତ ହୋଇଥିବା ଜଣାପଡ଼ିଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଗୋବରୀ ନଦୀ ପ୍ରଦୂଷଣ ପାଇଁ ୨୪ ଲକ୍ଷ ଟଙ୍କା ତଣ୍ଡ ଗଣିବ କେନ୍ଦ୍ରାପଡ଼ା ପୌରପାଳିକା

କେନ୍ଦ୍ରାପଡ଼ା : ଗୋବରୀ ନଦୀ ପ୍ରଦୂଷଣ ପାଇଁ ୨୪ ଲକ୍ଷ ଟଙ୍କା ତଣ୍ଡ ଗଣିବ କେନ୍ଦ୍ରାପଡ଼ା ପୌରପାଳିକା । ମାସିକ ଲକ୍ଷେ ଟଙ୍କା ହିସାବରେ ୨୪ ମାସ ପର୍ଯ୍ୟନ୍ତ ୨୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି NGT । ଗତ ୧୩ ତାରିଖରେ ନଦୀ ପ୍ରଦୂଷଣ ମାମଲାର ଶୁଣାଣି ହୋଇଥିବା ବେଳେ ଆଜି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଜୋରିମାନା କରାଯାଇଛି ।
Download Argus News App
