ଆବାସ ଠାରୁ ଆରମ୍ଭ କରି ରାସନ ଭତ୍ତା ସବୁ ଅପହଞ୍ଚ । ସହାୟତା ପାଇଁ ଗୁହାରି କଲେ ବି ମିଳୁନି ସହାୟତା । ଯାହାକୁ ନେଇ ଆଜି ବ୍ଳକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ। ଅନ୍ୟପଟେ ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
ସରକାରୀ ଯୋଜନାରୁ ବଞ୍ଚିତ ଥିବାରି ଦେଲେ ଧାରଣା
Download Argus News App
