ପ୍ରତିବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜନ ହୋଇଥାଏ । କିନ୍ତୁ ଏଥର ଏହି ମେଳା 10 ଦିନ ବ୍ୟାପୀ ଚାଲିବ । କିନ୍ତୁ ପ୍ରଶାସନ ପକ୍ଷରୁ ସାଧୁସନ୍ଥଙ୍କ ପାଇଁ ଆନୁସଙ୍ଗୀକ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି । କିଛି ସାଧୁସନ୍ଥ ଯଜ୍ଞ ପାଇଁ ସଫେଇ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।