ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ପିଲାମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଖେଳିବା ସ୍ଥାନରେ ଘରୋଇ ସ୍କୁଲ ପାର୍କିଂ କରିଥିବା ଅଭିଯୋଗ । ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ଲୋକଙ୍କୁ ବୁଝାସୁଝା କରିବା ସହ ସ୍କୁଲ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଛି । ଏପଟେ ସରକାରୀ ସ୍କୁଲ ପରିସରରୁ ଘରୋଇ ସ୍କୁଲ ହଟାଇବା ଦାବିରେ ଅଟଳ ରହିଛନ୍ତି ଅଭିଭାବକ ।