ଯେଉଁ ଦିନ ଖେଦୁ ଏକଥା ଜାଣିଲେ । ସେହି ଦିନରୁ ଆଜକୁ ଦୁଇ ବର୍ଷହେଲା ଶଯ୍ୟାଶାୟୀ । ସରକାରୀ ସହାୟତା କହିଲେ ପାଞ୍ଚକେଜି ଚାଉଳ । ହେଲେ ଆଜକୁ ଦୁଇ ବର୍ଷହେଲା ବର୍ଧ୍ୟକ୍ୟା ଭତ୍ତା ରୁ ବଞ୍ଚିତ । ବଡଝିଅ ସୁବର୍ଣପୁର ରେ ବାସନ ସଫା କରୁଥିବା ବେଳେ ଗାଁରେ ତାଙ୍କ ମା ମୂଳଲାଗି ବହୁ କଷ୍ଟରେ ପରିବାର ଚଳାଉ ଥିବା ବେଳେ ଚିକିତ୍ସା କରିବାକୁ ଅସମର୍ଥ ।
ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କାମରେ ଆସୁନି ତାହେଲ କଣ ପାଇଁ ଲୋକ ମାନଙ୍କୁ ଏହି କାର୍ଡ଼ ବଣ୍ଟନ କରିଛନ୍ତି ରାଜ୍ୟ ସରକାର ।ଏହି ଅସହାୟ ପରିବାର କୁ ଯେଉଁ ମାନେ ସାହାଯ୍ୟ ସହଯୋଗ କରିବା ପାଇଁ ଇଛୁକ ତାହେଲେ ସେମାନେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ । 9078881697 ।
ଅଧିକ ପଢ଼ନ୍ତୁ ଓଡିଶା ଖବର: