ହେଲେ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନିଆଯିବାରୁ ମାମଲା ଏନ ଜିଟି ରେ ପହଞ୍ଚିଥିଲା.. ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁ ନାଲ ଏହି ମାମଲା ର ଶୁଣାଣି କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଡି ଏଫ ଓ଼ ଡ଼ାଇରେକ୍ଟର ଅଫ ମାଇନ୍ସ ମିଳିତ ଭାବେ ଏକ କମିଟି ଗଠନ କରି 4 ସପ୍ତାହ ରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦେଶ

ଅର୍ଗସ ବ୍ୟୁରୋ: ଜଙ୍ଗଲ ଜମିରେ ବେଆଇନ ଖଣି ଖନନ ମାମଲାରେ ଏନଜିଟି ଛାଟ। 4 ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଲେ ଏନଜିଟି। ଟାଙ୍ଗୀ ତହସିଲ ସହଡାଘାଇରେ ପତିତ ପାବନ ବାରିକଙ୍କୁ ଏକ ଖଣି ଖନନ ପାଇଁ ଅନୁମତି ମିଳିଥିଲା। ହେଲେ ପାଖାପାଖି ତିନିଟି ଗାଁରେ 20 ଟି ଖଣି ଖନନ କରି ମାଙ୍କଡା ପଥର ଲୁଟ ଚାଲିଥିଲା। ପ୍ରାୟ ଦେଢ଼ ବର୍ଷ ହେବ ଏଭଳି ଚାଲିଥିବା ବେଳେ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା।
Download Argus News App
