ଗାଡି ଚଢ଼େଇବାକୁ ଉଦ୍ୟମ ଯୋଗୁଁ ଜଣେ ପୋଲିସ କର୍ମଚାରୀ ଆହତ । ଚିକିଟି ବ୍ଲକ ଲକ୍ଷ୍ମୀପୁର ଗାଁର ଯୁବକଙ୍କୁ ଅପହରଣ କରିଥିଲେ ୫ ଜଣ ଯୁବକ । ପ୍ରେମ ଘଟଣାକୁ ନେଇ ଅପହରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ।
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ, ଗୋଡ଼ାଇ ଧରିଲା ପୋଲିସ । ବ୍ରହ୍ମପୁରରେ ଭଉଣୀର ପ୍ରେମିକକୁ ଫିଲ୍ମ ଷ୍ଟାଇଲରେ କାରରେ ବସାଇ ଅପହରଣ । ଅପହରଣ ବେଳେ ରାସ୍ତାରେ ଗୋଡ଼ାଇ ଧରିଲା ପୋଲିସ, ୫ ଅଟକ ।