ଅନ୍ୟପଟେ ବର୍ତମାନ ପୂର୍ଣ ଖାଲି ନିଜ ପାଇଁ ରୋଜଗାର ମାଧ୍ୟମ କରି ନହନ୍ତି ବର୍ତମାନ ସେ ନିଜ ସହ ପାଖା ପାଖି 6 ରୁ ଅଧିକ ପରିବାର କୁ ମଧ୍ୟ ରୋଜଗାର ବାଟ ଦେଖାଇଛନ୍ତି | ବର୍ତମାନ ପୂର୍ଣ ଙ୍କ ଫାର୍ମ ହାଉସ ରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁସାରେ କି ପୂର୍ବରୁ ସେମାନେ ରୋଜଗାର ପାଇଁ ବିଦେଶ ଯାଉଥିଲେ କିନ୍ତୁ ବର୍ତମାନ ପୂର୍ଣ ଙ୍କ ଫ୍ରାମ ହାଉସ ହେବାପରେ ବର୍ତମାନ କୋଉଠି ନ କୋଉଠି ବିଦେଶ ମୁହାଁ ହେଉଥିବା ଏବେ ଅନେକ ପରିବାର ରୋଜାଗାର ର ମାଧ୍ୟମ ଯୋଗାଇଛି | ଖାଲି ଏତିକି ନୁହେ ବର୍ତମାନ ଏହି ଫାର୍ମ ହାଉସ ରେ କାମ କରୁଥିବା ପ୍ରତ୍ୟକ କର୍ମଚାରୀ ଙ୍କୁ ବର୍ତମାନ ରହିବା ପାଇଁ ଘର ତା ସହିତ ମାସ କୁ ପ୍ରାୟ 8 ହଜାର ତାଙ୍କ ରୁ ଅଧିକା ବେତନ ଦେବା କଥା ଭି କହିଛନ୍ତି ପୂର୍ଣ ଙ୍କ ଫାର୍ମ ହାଉସ ରେ କାମ କରୁଥିବା କର୍ମଚାରୀ | ବର୍ତମାନ ପୂର୍ଣ ଙ୍କୁ pmksy ଯୋଜନାରେ ପ୍ରାୟ ଶତକଡା 60 ଭାଗ ରିହାତି ଦେବା ସହିତ ସଠିକ ଭାବରେ କେମିତି ନିଜ ଫସଲ କୁ ସୁରକ୍ଷା ଦେଇ ଭଲ ଫସଲ ଆଦାୟ କରି ପାରିବେ ତାହାରି ଉପରେ ଲଗାତାର ତାଲିମ ଦେବା ସହିତ ଚାଷ କୁ ଗୁରୁତ୍ୱ୍କ ଦେବାକଥା ଭି କହିଛନ୍ତି ଜୟପୁର ର ହର୍ଟିକଲ୍ଚର ଅଧିକାରୀ |
ସବୁଠାରୁ ବଡ କଥା କି ରାଜ୍ୟ ସରକାର କୃଶକ ଆଉ କୃଷି କ୍ଷେତ୍ରର ବିକାଶ ପାଇଁ ପଛଘୁଞ୍ଚା ଦେଉଥିବା ବେଳେ ଏବେ ଲଗାତର ଓଡିଆ କୃଶଙ୍କ ଉପରେ କେନ୍ଦ୍ର ର ଫୋକସ | ଯଦି ଭବିଷ୍ୟତରେ ଏହି ଭଳି ଚାଲେ ତାହେଲେ ନିହାତି ଭାବରେ କୃଷି ଆଉ କୃଶକ ଙ୍କ ବିକାଶ ହେବା ସହିତ ରୋଜଗାର ଏବୋଂ ଦାଦନ ଭଳି ସମସ୍ଯା ର ସମାଧାନ ନିହାତି ଭାବରେ ହୋଇ ପାରିବ |
ଅଧିକ ପଢ଼ନ୍ତୁ ଓଡିଶା ଖବର: