ହେଲେ ଏଯାଏ ବି ସେମାନଙ୍କର ପତ୍ତା ମିଳିନଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ଏଘଟଣା ପରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଲକ୍ଷ୍ମୀ ପୂଜା ଭସାଣୀ ବେଳେ ଅଘଟଣ । ଜଗତପୁର-କେନ୍ଦ୍ରାପଡ଼ା କେନାଲରେ ଭାସି ଗଲେ ୪ ଯୁବକ । ସେମାନଙ୍କୁ ମଧ୍ୟରୁ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପ୍ରୟାସ ଜାରି ରଖିଛି । ଗତକାଲି ରାତିରୁ ସେମାନେ ଭାସିଯାଇଥିବା ବେଳେ ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ହେଲେ ଏଯାଏ ବି ସେମାନଙ୍କର ପତ୍ତା ମିଳିନଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ଏଘଟଣା ପରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।