ଜମି ଦଲାଲ ଜଣକ ରମେଶ ପାଣ୍ତେଠୁ ଟଙ୍କା ନେଇ ଜମି ଦେଇ ନାହାନ୍ତି। ଏଭଲି କି ଏହି ଜମି ଧନୁପାଲି ଥାନା ଅଧିକାରୀଙ୍କ ସହ ସାମିଲ ହୋଇ ଅନ୍ୟଲୋକଙ୍କୁ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଜମି ଦଲାଲ ମିଲନ ଦାସ ଓ ଧନୁପାଲି ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଟାନ ପାଇଁ ସମ୍ବଲପୁର ଏସପି ଅଫିସ ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।
ଥାନା ଅଧିକାରୀ ଦଲାଲ ସାଜି ଜମି ଡିଲ କରୁଛନ୍ତି !

ଅର୍ଗସ ବ୍ୟୁରୋ: ସମ୍ବଲପୁର ଧନୁପାଲି ଥାନା ଭିତରେ ଜମି ଡିଲ୍ ଘଟଣା । ଏସ୍ପି ଅଫିସରେ ଅଭିଯୋଗ । ଥାନା ଅଧିକାରୀ ଦଲାଲ୍ ସାଜି ଜମି ମାଫିଆଙ୍କ ଜମି କିଣାବିକା ନେଇ ଡିଲ୍ କରିଥିଲେ । ଥାନାର ସିଲ୍ ମୋହର ମାରି କେତେ ଟଙ୍କାର ଜମି ବିକ୍ରି ହେବ, କେବେ ଟଙ୍କା ନେବ ତାହା ଥାନା ଅଧିକାରୀ ନିର୍ଦ୍ଧାରିତ କରିଥିଲେ । ୪୪ ଡିସିମିଲ ଜମିରୁ ସାକ୍ଷୀପଡାର ରମେଶ ପାଣ୍ତେ କିଛି ଜମି କିଣିବା ପାଇଁ ଜମି ଦଲାଲ ମିଲନ ଦାସଙ୍କୁ ଟଙ୍କା ଦେଇଥିଲେ ।
Download Argus News App
