ପଟ୍ଟା ଆସିବା ବିଳମ୍ବ ହେବା ଯୋଗୁଁ ଆନ୍ଧ୍ରର କିଛି ଅଧିକାରୀ ମାନେ ଓଡ଼ିଶା ଭିତରେ ପ୍ରବେଶ କରି ଜମିକୁ ମାପଜୁପ କରି ପଟ୍ଟା ପ୍ରଦାନ କରିବା ପାଇଁ କରୁଥିଲେ ଯୋଜନା, ଆନ୍ଧ୍ର ରାଜସ୍ଵ ବିଭାଗର ଅଧିକାରୀ ମାନେ । ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଲେ ରାୟଗଡ଼ା ତହସିଲ ।
ଓଡ଼ିଶାର ଜମିକୁ ମାପି ଓଡ଼ିଆ ଲୋକଙ୍କୁ ବାଣ୍ଟିବ ଆନ୍ଧ୍ର

ଅର୍ଗସ ବ୍ୟୁରୋ : ଆନ୍ଧ୍ରର ପୁଣି ଏକ ନୂଆଁ ଚାଲ୍ । ଓଡ଼ିଆ ଭାତରେ ପଶି ଓଡ଼ିଆ ଜମି କୁ ମାପି ଓଡ଼ିଶା ଲୋକଙ୍କୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଯୋଜନା । ଗତ ୬ ମାସ ତଳେ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗାଁ ଲୋକେ କାଜୁ ବାଡ଼କୁ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ ।
Download Argus News App
