115 ଲିଟର ଦେଶୀରନ୍ଧା ମଦ ସହ 4 ଜଣଙ୍କୁ ଗିରଫ କରିଛି ପାଟଣାଗଡ଼ ଅବକାରୀ ବିଭାଗର। ଉକ୍ତ 4 ଜଣଙ୍କ ମଧ୍ୟରୁ ଜଣେ ବାବା ମଧ୍ୟ ସାମିଲ ଥିବାର ଦେଖିବାକୁ ମିଳିଛି। ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୁଲ୍ୟ ପ୍ରାୟ 50 ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସ କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।