ଗାଁର ଦେଓ ସିଂ ମାଝୀ ଘରୁ ଟେକି ନେଇ ମାରି ଖାଇଛି । ସକାଳେ ଖବର ପାଇ ବନ ବିଭାଗକୁ ଖବର ଦେଲା ପରେ ବନ ବିଭାଗ କର୍ମଚାରୀ ଆସି ଗାଁରେ ତଦନ୍ତ କରିଛନ୍ତି । ତା ସହିତ ପ୍ରଥମ ଥର ଗାଁ ରେ ବାଘ ଆସିଥିବାରୁ ଗାଁ ରେ ଆତଙ୍କ ଦେଖା ଦେଇଛି ।ଲୋକେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି ।
ବର୍ତ୍ତମାନ ବନ ବିଭାଗ ତରଫରୁ ଗାଁ ରେ ସଚେତନ କରାଯାଉଥିବା କହିଛନ୍ତି ସ୍ଥାନୀୟ ଫରେଷ୍ଟର ଚୂଡା ନାଥ ସରାଫ । ଗାଁ ନିକଟରେ ଜଙ୍ଗଲ ରହିଥିବାରୁ ଅନେକ ସମୟରେ ବନ୍ୟ ଜନ୍ତୁର ଭୟ ରହିଛି । ବନ ବିଭାଗ କର୍ମଚାରୀ ସଚେତନ କରିବା ସହ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।