ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ଯୁକ୍ତ 2 ସିଟ୍ ବଢାଇବା ନେଇ ଉଚ୍ଚଶିକ୍ଷା ବିଭାଗକୁ ଚିଠି

ଭୁବନେଶ୍ୱର: ବଢିବ ଯୁକ୍ତ 2 ସିଟ୍ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । CHSE ନିର୍ଦେଶକଙ୍କୁ ଚିଠି ଲେଖିଲେ ସରକାରଙ୍କ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ । ସିଟ୍ ବଢାଇବା ପାଇଁ ଅନୁମତି ଦେଲେ ରାଜ୍ୟ ସରକାର ସିଟ୍ ବଢିବାର 7 ଦିନ ମଧ୍ୟରେ SAMS ପୋର୍ଟଲରେ ଆବେଦନ କରାଯିବ ।
Download Argus News App
